ମାତ୍ର ୧୮ ବର୍ଷ ୮୦ ଦିନରେ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ ପଦାର୍ପଣ କରି ଓ୍ଵାସିଂଟନ୍ ସୁନ୍ଦର ଭାରତର ସର୍ବକନିଷ୍ଠ କୀର୍ତିମାନକୁ ନିଜ ନାମକୁ ନେଇଛନ୍ତି। ଚଳିତ ବର୍ଷପ ପଦାର୍ପଣ କରିଥିବା ଦିଲ୍ଲୀ ରଣଜୀ ଦଳର ଯୁବ ଅଧିନାୟକ ଋଷବ ପନ୍ତ ୧୯ ବର୍ଷ ୧୨୦ ଦିନରେ ଖେଳିଥିବାରୁ ତାଙ୍କ କୀର୍ତିମାନକୁ ସୁନ୍ଦର ପଛରେ ପକାଇ ଦେଇଛନ୍ତି। ସୁନ୍ଦର ଏହି ମ୍ୟାଚ୍ରେ ତାଙ୍କ ୪ ଓଭରରେ ମାତ୍ର ୨୨ ରନ୍ ଦେଇ କୁସାଲ ପେରେରାଙ୍କ ଓ୍ଵିକେଟ୍ ନେଇଥିଲେ। ସୂଚନାଯୋଗ୍ୟ, ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ରେ ସୁନ୍ଦର ମଧ୍ୟ ପଦାର୍ପଣ କରିଥିଲେ।
ସୁନ୍ଦର ସର୍ବକନିଷ୍ଠ
Advertisment
Follow Us