ପେସ୍‌ଙ୍କୁ ପରାସ୍ତ କଲେ ବୋପାନ୍ନା

ପ୍ରିକ୍ୱାର୍ଟର୍‌ରେ ବୋପାନ୍ନା-ବାବୋସ

Indian tennis player Rohan Bopanna returns a ball during a practice session at Ellis Park Indoor Arena, in Johannesburg on September 16, 2009 ahead of the Davis Cup World Group, 2009 -The three-day tie, starting in Johannesburg on September 18, 2009, will lift the winner into the elite 16-nation World Group. AFP PHOTO / ALEXANDER JOE

ପୁନେ: ମହାରାଷ୍ଟ୍ରର ପୁନେଠାରେ ଚାଲିଥିବା ଟାଟା ଓପନ୍‌ ଟେନିସ୍‌ ପ୍ରତିଯୋଗିତାରେ ବୁଧବାର ଜୀବନ ନେଦୁନଚେଝିଆନ ଏବଂ ରୋହନ ବୋପାନ୍ନାଙ୍କ ଯୋଡ଼ି ଲିଆଣ୍ଡର ପେସ୍‌ ଏବଂ ପୁରବ ରାଜାଙ୍କୁ ବିଦାୟର ପଥ ଦେଖାଇ ଦେଇଥିଲେ। ବାମହାତୀ ଜୀବନ ଏବଂ ବୋପାନ୍ନା ୬-୩, ୬-୨ ସିଧାସଳଖ ସେଟ୍‌ରେ ପେସ୍‌-ରାଜାଙ୍କୁ ହରାଇ ଦେଇଥିଲେ। ପୁରୁଷ ଏକକରେ ୟୁକି ଭାମ୍ବ୍ରି ୭-୬, ୬-୭, ୬-୨ରେ ଅର୍ଜୁନ କାନ୍ଧେଙ୍କୁ ହରାଇ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe