ମୁଷ୍ଟିଯୁଦ୍ଧରେ ନିରାଶା: ପବିତ୍ରା, ସୋନିଆ ହାରିଲେ

Advertisment
ମୁଷ୍ଟିଯୁଦ୍ଧରେ ନିରାଶା: ପବିତ୍ରା, ସୋନିଆ ହାରିଲେ

ମୁଷ୍ଟିଯୁଦ୍ଧରେ ମହିଳା ତାରକା ପବିତ୍ରା ଓ ସୋନିଆ ଲାଥେର ବିଦାୟ ନେଇଥିଲେ। ଦୁଇ ଥର ଏସୀୟ ଓ ବିଶ୍ୱ ରୌପ୍ୟ ବିଜୟିନୀ ସୋନିଆ ୫୭ କେଜିର କ୍ୱାର୍ଟରରେ ଉତ୍ତର କୋରିଆର ଜୋ ସୁନ୍‌ ହ୍ଵା’ଙ୍କ ନିକଟରୁ ହାରି ଯାଇଥିଲା ବେଳେ ଏପବିତ୍ରା ୬୦ ଇଣ୍ଡୋନେସିଆର ହୁସ୍ୱାତୁନ୍‌ ହାସନାଙ୍କଠାରୁ ପରାସ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe