ଆସିଲେ ସ୍ବର୍ଣ୍ଣିମ ସେନା:ପଞ୍ଚସ୍ତରୀ ପରାକ୍ରମୀ

ଆସିଲେ ସ୍ବର୍ଣ୍ଣିମ ସେନା:ପଞ୍ଚସ୍ତରୀ ପରାକ୍ରମୀ

ଭାରତୀୟ ହକି ଦଳ ପ୍ରଥମ ଓ ଶେଷଥର ପାଇଁ ୧୯୭୫ ମସିହାରେ ବିଶ୍ବକପ୍‌ ଜିତିଥିଲା। ଅଜିତ୍‌ପାଲ୍‌ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଫାଇନାଲ୍‌‌େର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ଏହି ସ୍ବର୍ଣ୍ଣିମ ସଫଳତା ଲାଭ କରିଥିଲା। ଭୁବନେଶ୍ବର ହକି ବିଶ୍ବକପ୍‌ ଉଦ୍‌ଘାଟନୀ ଉତ୍ସବରେ ମଙ୍ଗଳବାର ସେହି ବିଶ୍ବ ବିଜୟୀ ଦଳକୁ ଓଡ଼ିଶା ସରକାର ସମ୍ବର୍ଧିତ କରିବେ। ଏଥିଲାଗି ସୋମବାର ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ହକିର ସେହି କିମ୍ବଦନ୍ତୀ ତାରକାମାନେ ଫଟୋ ପାଇଁ ପୋଜ୍‌ ଦେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe