କମନ୍‌େଓ୍ଵଲ୍‌ଥ୍‌ ସୁଟିଙ୍ଗ୍‌ ଚାମ୍ପିଅନ୍‌ସିପ୍‌: ଭାରତୀୟ ପୁରୁଷ ସୁଟର୍‌ଙ୍କ କ୍ଲିନ୍‌ ସୁଇପ୍‌

କମନ୍‌େଓ୍ଵଲ୍‌ଥ୍‌ ସୁଟିଙ୍ଗ୍‌ ଚାମ୍ପିଅନ୍‌ସିପ୍‌: ଭାରତୀୟ ପୁରୁଷ ସୁଟର୍‌ଙ୍କ କ୍ଲିନ୍‌ ସୁଇପ୍‌

Image Courtesy of TOI

ନୂଆଦିଲ୍ଲୀ: କମନ୍‌େଓ୍ଵଲ୍‌ଥ୍‌ ସୁଟିଙ୍ଗ୍‌ ଚାମ୍ପିଅନ୍‌ସିପ୍‌ ମହିଳା ୧୦ ମିଟର୍‌ ଏୟାର୍‌ ପିସ୍ତଲ୍‌ ଉଭେଣ୍ଟ୍‌ରେ ମଙ୍ଗଳବାର ଦିନ ହୀନା ସିଦ୍ଧୁ ସ୍ୱର୍ଣ୍ଣ ପଦକ ଜିଣିବା ପରେ ପୁରୁଷ ୧୦ ମିଟର୍‌ ଏୟାର୍‌ ପିସ୍ତଲ୍‌ରେ ଶାହାଜର୍‌ ରବି ସ୍ୱର୍ଣ୍ଣ, ଓଁକାର ସିଂହ ରୌପ୍ୟ ଏବଂ ଜିତୁ ରାୟ କାଂସ୍ୟ ପଦକ ପାଇବା ସହ ଭାରତୀୟ ସୁଟର୍‌ମାନେ ଆଜି ବ୍ରିସ୍‌ବେନ୍‌ଠାରେ ୧-୨-୩ରେ ଖେଳ ଶେଷ କରିଥିଲେ।

ମହିଳା ୧୦ ମିଟର୍‌ ଏୟାର୍‌ ରାଇଫଲ୍‌ ଇଭେଣ୍ଟ୍‌ରେ ଭାରତର ପୂଜା ଘାତକର ଚୂଡ଼ାନ୍ତ ପର୍ଯ୍ୟାୟରେ ୨୪୯. ୮ ସ୍କୋର୍‌ କରି ସ୍ୱର୍ଣ୍ଣ ପଦକ ଜିଣିଥିଲେ। ତାଙ୍କ ପଛକୁ ଅଞ୍ଜୁମ୍‌ ମୌଦଗିଲ୍‌ ୨୪୮. ୭ ସ୍କୋର୍‌ କରି ରୌପ୍ୟ ପଦକ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe