କେପ୍ଟାଉନ୍: ଦକ୍ଷିଣ ଆଫ୍ରିକା କ୍ରିକେଟର୍ କଲିନ୍ ବ୍ଲାଣ୍ଡ୍ଙ୍କ ଶନିବାର ରାତିରେ ଲଣ୍ଡନ୍ରେ ୮୦ ବର୍ଷ ବୟସରେ ପରଲୋକ ଘଟିଛି। ୧୯୬୧ରୁ ୧୯୬୬ ମସିହା ମଧ୍ୟରେ ସେ ୨୧ ଟେଷ୍ଟରୁ ୪୯.୦୮ ହାରରେ ୧୬୬୯ ରନ୍ କରିଥିଲେ। କ୍ଷେତ୍ରରକ୍ଷଣରେ ନୂଆ ଦିଗ ଦେଖାଇଥିବା ବ୍ଲାଣ୍ଡ୍ ଜୋହାନସ୍ବର୍ଗରେ ଏକ ମ୍ୟାଚ୍ରେ ସୀମାରେଖା ବାଡ଼ରେ ଧକ୍କା ହୋଇ ଯାଇଥିଲେ। ଏହିଠାରେ ହିଁ କ୍ରିକେଟ୍ ଜୀବନ ସମାପ୍ତ ହୋଇଥିଲା।
ବ୍ଲାଣ୍ଡ୍ଙ୍କ ପରଲୋକ
Advertisment
Follow Us