ପୂର୍ବାଞ୍ଚଳ ଦଲିପ ଟ୍ରଫି ଦଳରେ ଆଶୀର୍ବାଦ ସାମିଲ

ଦଲୀପ ଟ୍ରଫି ଅନ୍ତଃଜୋନ୍‌ ପ୍ରଥମ ଶ୍ରେଣୀ କ୍ରିକେଟ୍ ପ୍ରତିଯୋଗିତା ପାଇଁ ପୂର୍ବାଞ୍ଚଳ ଦଳରେ ଓଡ଼ିଶାର ଆଶୀର୍ବାଦ ସ୍ବାଇଁଙ୍କୁ ସାମିଲ କରାଯାଇଛି। ଈଶାନ କିଶନ ଆହତ ହୋଇପଡ଼ିବାରୁ ତାଙ୍କ ସ୍ଥାନରେ ଆଶୀର୍ବାଦଙ୍କୁ ସୁଯୋଗ ମିଳିଛି। ପୂର୍ବରୁ ଓଡ଼ିଶାରୁ ସନ୍ଦୀପ ପଟ୍ଟନାୟକ ଏହି ଦଳରେ ସ୍ଥାନ ପାଇଥିବା....

sfsfsfxcxcxc

କଟକ: ଦଲୀପ ଟ୍ରଫି ଅନ୍ତଃଜୋନ୍‌ ପ୍ରଥମ ଶ୍ରେଣୀ କ୍ରିକେଟ୍ ପ୍ରତିଯୋଗିତା ପାଇଁ ପୂର୍ବାଞ୍ଚଳ ଦଳରେ ଓଡ଼ିଶାର ଆଶୀର୍ବାଦ ସ୍ବାଇଁଙ୍କୁ ସାମିଲ କରାଯାଇଛି। ଈଶାନ କିଶନ ଆହତ ହୋଇପଡ଼ିବାରୁ ତାଙ୍କ ସ୍ଥାନରେ ଆଶୀର୍ବାଦଙ୍କୁ ସୁଯୋଗ ମିଳିଛି। ପୂର୍ବରୁ ଓଡ଼ିଶାରୁ ସନ୍ଦୀପ ପଟ୍ଟନାୟକ ଏହି ଦଳରେ ସ୍ଥାନ ପାଇଥିବା ବେଳେ ଅନ୍ୟତମ ଯୁବ ଖେଳାଳି ସ୍ବସ୍ତିକ ସାମଲ ଷ୍ଟାଣ୍ଡ ବାଏରେ ରହିଛନ୍ତି। ଦଲିପ ଟ୍ରଫିରେ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବେଙ୍ଗାଲୁରରେ ପୂର୍ବାଞ୍ଚଳ ଦଳ ଉତ୍ତରାଞ୍ଚଳ ବିପକ୍ଷରେ ଖେଳିବ। ଆଶୀର୍ବାଦଙ୍କୁ ଏହି ସୁଯୋଗ ମିଳିବା ପରେ ତାଙ୍କୁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଏବଂ ସଂପାଦକ ସଞ୍ଜୟ ବେହେରାଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe