ଇଣ୍ଡିଆନ୍ େଓ୍ଵଲ୍ସ: ଜୁଆନ୍ ମାର୍ଟିନ୍ ଡେଲ୍ ପୋତ୍ରୋ ଏବଂ ନାଓମି ଓସାକା ଇଣ୍ଡିଆନ୍ େଓ୍ଵଲ୍ସ ଟେନିସ୍ ପ୍ରତିଯୋଗିତାର ଯଥାକ୍ରମେ ପୁରୁଷ ଏବଂ ମହିଳା ଏକକ ଟ୍ରଫି କରାୟତ କରିଛନ୍ତି। ରବିବାର ରାତିରେ ଖେଳାଯାଇଥିବା ପୁରୁଷ ଏକକ ମୁକାବିଲାରେ ପୂର୍ବତନ ୟୁଏସ୍ ଓପନ୍ ବିଜେତା ତଥା ଆର୍ଜେଣ୍ଟିନୀୟ ତାରକା ଡେଲ୍ ପୋତ୍ରୋ ୬-୪, ୬-୭, ୭-୬ ସେଟ୍ରେ ବିଶ୍ୱର ଏକ ନମ୍ବର ଖେଳାଳି ସ୍ୱିଜରଲାଣ୍ଡ୍ର ରୋଜର ଫୋଡେରର୍ଙ୍କୁ ହରାଇ ଦେଇଥିଲେ।
ଫେଡେରରଙ୍କୁ ହରାଇ ଡେଲ୍ପୋତ୍ରୋ ବିଜେତା
Advertisment
Follow Us