ନୂଆଦିଲ୍ଲୀ: ଦେଓଧର ଟ୍ରଫିରେ ଶ୍ରେୟଶ ଆୟରଙ୍କ ଭାରତ ‘ବି’ ଦିନେଶ କାର୍ତିକଙ୍କ ଭାରତ ‘ଏ’କୁ ୪୩ ରନ୍ରେ ପରାସ୍ତ କରିଦେଇଛି। ମନୋଜ ତିୱାରୀ (୫୨), ହନୁମା ବିହାରୀ (୮୭*)ଙ୍କ ଅର୍ଧଶତକ ବଳରେ ୮ ୱିକେଟ୍ ବିନିମୟରେ ୨୬୧ ରନ୍ କରିଥିଲା। ଜବାବରେ ‘ଏ’ ଦଳ ୪୬.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଅଧିନାୟକ କାର୍ତିକ (୯୯) ଏକ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲା େବଳେ ଅଶ୍ବିନ୍ (୫୪) ଅର୍ଧଶତକ ହାସଲ କରିଥିଲେ।
ଦେଓଧର ଟ୍ରଫି: ଭାରତ ‘ବି’ ଜିତିଲା
Advertisment
Follow Us