ନୂଆଦିଲ୍ଲୀ: ଡିସେମ୍ବର ୩୧ ଏବଂ ଜାନୁଆରି ପହିଲାରେ ଆସନ୍ତାବର୍ଷଠାରୁ କୌଣସି ଘରୋଇ କ୍ରିକେଟ୍ ପ୍ରତିଯୋଗିତା ଖେଳା ଯିବନି। ନୂଆବର୍ଷରେ ଖେଳାଳିମାନଙ୍କୁ ସେମାନଙ୍କ ପରିବାର ସହ ସମୟ କଟାଇବାର ସୁଯୋଗ ଦେବା ଲାଗି ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ବିସିସିଆଇର କାର୍ଯ୍ୟକାରୀ ସଭାପତି ସିକେ ଖାନ୍ନା କହିଛନ୍ତି ଯେ ଘରୋଇ ସୂଚୀ ପ୍ରସ୍ତୁତ କରାଯିବା ବେଳେ ଏକଥାକୁ ଧ୍ୟାନରେ ରଖାଯିବ।
ଏଣିକି ନୂଆବର୍ଷରେ ହେବନି ଘରୋଇ କ୍ରିକେଟ୍
Advertisment
Follow Us