ବାରବାଟୀ ଲଢେଇ: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ

BAT FIRST

Photograph: (SAMBAD.IN)

କଟକ: ବାରବାଟୀରେ ବିରାଟ ଲଢେଇ । ଟସ୍ ଜିତି ବ୍ୟାଟିଂ କରିବ ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ତେବେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।

ଆଉ ମାତ୍ର କେଇ ମିନିଟର ଅପେକ୍ଷା । ଠିକ୍ ଦିନ ସାଢେ ଗୋଟାଏରେ ମୈଦାନକୁ ଓହ୍ଲାଇବେ ଦୁଇ ଦଳର ଖେଳାଳି । ତାପରେ ବାରବାଟୀ ମୈଦାନରେ ଚାଲିବ ବଡ ମୁକାବିଲା । ଦୁଇ ଦଳ ଇଣ୍ଡିଆ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିବ ୨ୟ ଦିନିକିଆ ଟକ୍କର  । 

ମ୍ୟାଚ ଦେଖିବାକୁ ଦର୍ଶକ ଉତ୍ସାହିତ ଥିବା ବେଳେ ଗ୍ୟାଲେରୀରେ ଖେଳ ଆରମ୍ଭକୁ ଅପେକ୍ଷା କରିଛନ୍ତି । କେତେବେଳେ ଖେଳ ଆରମ୍ଭ ହେବ ଆଉ ପଡିଆରେ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବେ ଦର୍ଶକ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe