ଏଫ୍‌ଆଇଜି ବିଶ୍ବ ଚ୍ୟାଲେଞ୍ଜ୍ କପ୍ଫା, ଇନାଲରେ ରାକେଶ

Advertisment
ଏଫ୍‌ଆଇଜି ବିଶ୍ବ ଚ୍ୟାଲେଞ୍ଜ୍ କପ୍ଫା, ଇନାଲରେ ରାକେଶ

ଭୁବନେଶ୍ବର: ସ୍ଲୋଭେନିଆର କୁପରଠାରେ ଚାଲିଥିବା ଏଫଆଇଜି ବିଶ୍ବ ଚ୍ୟାଲେଞ୍ଜ୍ କପ୍ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତାରେ ଓଡ଼ିଆ ତାରକା ରକେଶ କୁମାର ପାତ୍ର ଚମତ୍କାର ପ୍ରଦର୍ଶନ କରିଛନ୍ତି। ପୁରୁଷ ପରାଲାଲ୍‌ ବାର୍‌ର ଯୋଗ୍ୟତା ପର୍ଯ୍ୟାୟର ଅଷ୍ଟମ ସ୍ଥାନରେ ରହି ସେ ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ପ୍ରତିଯୋଗିତାରେ ରକେଶଙ୍କ ସହ ୩ ଜଣିଆ ଭାରତୀୟ ଦଳ ଅଂଶ ଗ୍ରହଣ କରୁଛନ୍ତି। ଏହି ପ୍ରତିଯୋଗିତା ଗୁରୁବାର ଆରମ୍ଭ ହୋଇଥିଲା ବେଳେ ଜୁନ୍ ୨ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe