ଜାମାଇକା: କିଙ୍ଗ୍ସ ଏକାଦଶ ପଞ୍ଜାବ ତାଙ୍କୁ ୨ କୋଟି ଟଙ୍କାରେ କିଣିବା ପରେ େଓ୍ଵଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ବେଶ୍ ଖୁସି ଅଛନ୍ତି। ନିଜ ଇନଷ୍ଟାଗ୍ରାମ୍ ପୃଷ୍ଠାରେ ଭାଙ୍ଗ୍ଡ଼ା କରୁଥିବା ଭିଡିଓ ପ୍ରକାଶ କରି ଗେଲ୍ ଏହା ଦର୍ଶାଇଛନ୍ତି। ଏଥିରେ ସେ କୋଲକାତା ନାଇଟ୍ ରାଇଡର୍ସ ଦଳର ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କୁ ତାତ୍ସଲ୍ୟ କରୁଥିବା ଦେଖିବାକୁ ମିଳୁଛି। ରସେଲ ମୋତେ ଛକା ମରିବାକୁ କହିଥିଲେ। ହେଲେ ନିଜେ ଆଉଟ୍ ହୋଇଗଲେ। ନାଇଟ୍ ରାଇଡର୍ସ ଜଣେ ପଞ୍ଜାବୀ ମୁଣ୍ଡାକୁ ଆଦୌ ହରାଇ ପାରିବ ନାହିଁ ବୋଲି ଗେଲ୍ କହୁଥିବା ଏହି ଭିଡିଓରେ ଶୁଣିବାକୁ ମିଳୁଛି।
ଗେଲ୍ଙ୍କ ଭାଙ୍ଗ୍ଡ଼ା
Advertisment
Follow Us