ଗୋଆ: ଚଳିତ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ଫୁଟ୍ବଲ୍ ପ୍ରତିଯୋଗିତାରେ ଗୋଆ ୯ ମ୍ୟାଚ୍ରୁ ପଞ୍ଚମ ବିଜୟ ପାଇଛି। ଗୁରୁବାର ଗୋଆର ଜବାହରଲାଲ ନେହୁର ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍ରେ ଗୋଆ ୨-୧ ଗୋଲ୍ରେ ଜାମସେଦପୁରକୁ ପରାସ୍ତ କରିଛି। ଗୋଆ ପକ୍ଷରୁ ମାନୁଏଲ୍ ଲାଞ୍ଜାରୋଟ୍ (୪୦, ୬୦ ମିନିଟ୍) ଦୁଇଟି ଗୋଲ୍ ଦେଇଥିଲା ବେଳେ ତ୍ରିନ୍ଦାଦେ ଗନ୍କାଲେଭ୍ସ (୫୪ ମିନିଟ୍) ଗୋଟିଏ ଗୋଲ୍ ଦେଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us