ପର୍ତ୍ତୁଗିଜ୍‌ ଗ୍ରାଁ ପ୍ରି ଜିତିଲେ ହାମିଲଟନ୍‌

Advertisment
ପର୍ତ୍ତୁଗିଜ୍‌ ଗ୍ରାଁ ପ୍ରି ଜିତିଲେ ହାମିଲଟନ୍‌

ପୋର୍ତ୍ତିମାଓ: ମର୍ସିଡିଜ୍‌ର ବ୍ରିଟିସ ଚାଳକ ଲୁଇସ ହାମିଲଟନ୍‌ ପର୍ତ୍ତୁଗାଲର ପୋର୍ତ୍ତିମାଓରେ ଆୟୋଜିତ ପର୍ତ୍ତୁଗିଜ୍‌ ଗ୍ରାଁ ପ୍ରି ଟ୍ରଫି ଜିତି ନେଇଛନ୍ତି। ୭ ଥରର ଏହି ବିଶ୍ବ ବିଜେତା ଏମିଲା ରୋମାଗ୍ନା ଗ୍ରାଁ ପ୍ରି ବିଜେତା ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ସ୍ତାପେନ୍‌ଙ୍କୁ ପଛରେ ପକାଇ ଚଳିତ ବର୍ଷ ଦ୍ବିତୀୟ ଟ୍ରଫି କରାୟତ୍ତ କରିଛନ୍ତି। ଭର୍ସ୍ତାପେନ୍‌ ଦ୍ବିତୀୟରେ ଏବଂ ମର୍ସିଡିଜ୍‌ର ଭାଲଟେରି ବୋଟ୍ଟାସ ତୃତୀୟ ସ୍ଥାନ‌ରେ ରହି ପୋଡିୟମ ଫିନିସ କରିଥିଲେ। ଏମାନଙ୍କ ପଛକୁ ରେଡ୍‌ବୁଲର ସର୍ଜିଓ ‌ପେରେଜ ଓ ମ୍ୟାକ୍‌ଲରେନର ଲାଣ୍ଡୋ ନେରିସ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ‌ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe