ମମତାଙ୍କୁ ଭେଟିଲେ ହସିନ୍‌

Advertisment
ମମତାଙ୍କୁ ଭେଟିଲେ ହସିନ୍‌

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭାରତୀୟ କ୍ରିକେଟର୍‌ ମହମ୍ମଦ ସାମିଙ୍କ ପତ୍ନୀ ହସିନ୍‌ ଜାହାଁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି। ସାମିଙ୍କ ବିରୋଧରେ ହସିନ ଅଭିଯୋଗ କରିବା ସତ୍ୱେ ସାମିକୁ ଏପର୍ଯ୍ୟନ୍ତ ପୁଲିସ ଗିରଫ କରୁନି। ଏହାର ପୁଙ୍ଖାନୁୁପୁଙ୍ଖ ତଦନ୍ତ କରି ସତ୍ୟତା ପଦାକୁ ବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସେ ନିବେଦନ କରିଥିଲେ। ରାଜ୍ୟସଭା ନିର୍ବାଚନ ପାଇଁ ବ୍ୟସ୍ତତା ଯୋଗୁଁ ମମତା ମାତ୍ର ୧୦ ମିନିଟ୍‌ ପାଇଁ ହସିନ୍‌ଙ୍କୁ ଭେଟିଥିଲେ। ତେବେ ଏହି ସାକ୍ଷାତାକାର ପରେ ଘଟଣାର ତଦନ୍ତ କରିବେ ବୋଲି ମୁଖ୍ୟମନ୍ତ୍ରୀ ହସିନ୍‌୍‌ଙ୍କୁ ଆଶ୍ୱସନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe