Cricket bat and ball on green grass of cricket pitch
ନୂଆଦିଲ୍ଲୀ: ନଭେମ୍ବର ୯ରୁ ୨୦ ତାରିଖ ପର୍ଯ୍ୟନ୍ତ ମାଲେସିଆରେ ହେବାକୁଥିବା ୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତା ଲାଗି ଭାରତୀୟ ଦଳ ଘୋଷିତ ହୋଇଛି। ହିମାଂଶୁ ରାଣାଙ୍କୁ ଦଳର ନେତୃତ୍ୱ ଭାର ମିଳିଛି। ଦଳ: ହିମାଂଶୁ ରାଣା (ଅଧିନାୟକ), ଅଭିଷେକ ଶର୍ମା, ଅଥର୍ବ ତାଇଦେ, ମନଜୋତ କାଲରା, ସଲମାନ ଖାନ୍, ଅନୁଜ ରାଓ୍ଵତ, ହର୍ବିକ୍ ଦେଶାଇ, ରିୟାନ ପରାଗ, ଅନୁକୁଲ ରୟ, ଶିବ ସିଂହ, ତନୁଶ କୋତିଆନ୍, ଦର୍ଶନ ନାଲକାନ୍ଦେ, ବିବେକାନନ୍ଦ ତିଓ୍ଵାରୀ, ଆଦିତ୍ୟ ଠକାରେ, ମନଦୀପ ସିଂହ।
Follow Us