ହକି ବିଶ୍ୱ ଲିଗ୍‌: ସେମିଫାଇନାଲରେ ହାରିଥିବା ଭାରତ ଆସନ୍ତାକାଲି ପୁଣି ଖେଳିବ ମ୍ୟାଚ

Advertisment

୨ୟ ସେମିଫାନାଲର ବିଜେତା ସହ ୩ୟ ସ୍ଥାନ ପାଇଁ ହେବ ମୁକାବିଲା

୨ୟ ସେମିଫାନାଲର ବିଜେତା ସହ ୩ୟ ସ୍ଥାନ ପାଇଁ ହେବ ମୁକାବିଲା

ହକି ବିଶ୍ୱ ଲିଗ୍‌: ସେମିଫାଇନାଲରେ ହାରିଥିବା ଭାରତ ଆସନ୍ତାକାଲି ପୁଣି ଖେଳିବ ମ୍ୟାଚ

ଭୁବନେଶ୍ୱର: ହକି ବିଶ୍ୱ ଲିଗ୍‌ ଫାଇନାଲରେ ଶୁକ୍ରବାର ପ୍ରଥମ ସେମିଫାଇନାଲରେ ଆର୍ଜେଣ୍ଟିନା ଠାରୁ ୧-୦ ଗୋଲରେ ପରାସ୍ତ ହୋଇଥିବା ଭାରତ ରବିବାର ୩ୟ ସ୍ଥାନ ପାଇଁ ପୁଣି ଥରେ କଳିଙ୍ଗ ଷ୍ଟାଡିୟମକୁ ଓହ୍ଲାଇବ। ଶକ୍ତିଶାଳୀ ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶନିବାରେ ସନ୍ଧ୍ୟା ୭ଟା ୩୦ମିନିଟରେ ହେବାକୁ ଥିବା ୨ୟ ସେମିଫାଇନାଲ ମ୍ୟାଚର ବିଜେତାକୁ ଭାରତ ରବିବାର ଭେଟିବ।

ସୂଚନାଯେଗ୍ୟ, ପ୍ରଥମ ସେମି ଫାଇନାଲ ମ୍ୟାଚରେ ଭାରତକୁ ୦-୧ ଗୋଲରେ ଆର୍ଜେଣ୍ଟିନା ପରାସ୍ତ କରିଛି। ଫଳରେ ଭାରତର ଫାଇନାଲ ମ୍ୟାଚ ଖେଳିବାର ସ୍ୱପ୍ନ ଶେଷ ହୋଇଛି। ଅର୍ଜେଣ୍ଟିନାର ପେଇଲଟ ଗୋଞ୍ଜଲୋ(୨) ୧୭ମିନିଟରେ ଭାରତ ବିପକ୍ଷରେ ଗୋଲ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe