ଓଡ଼ିଶା ପାଇଁ ଗୌରବ ଆଣିଲେ ହୃଦାନନ୍ଦ

Advertisment

ଫିଜିରେ ଆୟୋଜିତ ୨୦୨୪ କମନୱେଲଥ ଭାରୋତ୍ତୋଳନ ଚାମ୍ପିଅନସିପରେ ଓଡ଼ିଶାର ହୃଦାନନ୍ଦ ଦାସ ଯୁବବର୍ଗରେ ରୋପ୍ୟ ପଦକ ହାସଲ କରିଛନ୍ତି। ଏହା ସହିତ ଜୁନିୟର ବର୍ଗରେ ଏକ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଫିଜିରେ ଆୟୋଜିତ ୨୦୨୪ କମନୱେଲଥ ଭାରୋତ୍ତୋଳନ ଚାମ୍ପିଅନସିପରେ ଓଡ଼ିଶାର ହୃଦାନନ୍ଦ ଦାସ ଯୁବବର୍ଗରେ ରୋପ୍ୟ ପଦକ ହାସଲ କରିଛନ୍ତି। ଏହା ସହିତ ଜୁନିୟର ବର୍ଗରେ ଏକ ବ୍ରୋଞ୍ଜ ପଦକ ଜିତିଛନ୍ତି।

WhatsApp Image 2024-09-19 at 12.08.13 PM

ଫିଜି: ଫିଜିରେ ଆୟୋଜିତ ୨୦୨୪ କମନୱେଲଥ ଭାରୋତ୍ତୋଳନ ଚାମ୍ପିଅନସିପରେ ଓଡ଼ିଶାର ହୃଦାନନ୍ଦ ଦାସ ଯୁବବର୍ଗରେ ରୋପ୍ୟ ପଦକ ହାସଲ କରିଛନ୍ତି। ଏହା ସହିତ ଜୁନିୟର ବର୍ଗରେ ଏକ ବ୍ରୋଞ୍ଜ ପଦକ ଜିତିଛନ୍ତି।

ସେ  ୮୯ କିଲୋଗ୍ରାମ୍ ବର୍ଗରେ ଅଂଶ ଗ୍ରହଣ କରିଥିଲେ। ଏହା ସହିତ ସ୍ନାଚ୍ ୧୨୯ କିଲୋଗ୍ରାମ୍ ଥିବାବେଳେ କ୍ଲିନ୍ ଏବଂ ଜର୍କ ୧୭୦ କିଲୋଗ୍ରାମ୍ ଥିଲା।  ଏପରି ତାଙ୍କର ପ୍ରଦର୍ଶନ ମୋଟ ୨୯୯ କିଲୋଗ୍ରାମ୍  ଥିଲା।

ସେ ବିଜୟୀ ହେବା ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ବରିଷ୍ଠ କ୍ରୀଡ଼ାବିତ୍‌ମାନେ ମତପୋଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe