ଭନ୍‌ଙ୍କ ଆକଳନ: ହାଇଦ୍ରାବାଦ କିମ୍ବା ପଞ୍ଜାବ ଆଇପିଏଲ୍‌ ଜିତିବେ

ଭନ୍‌ଙ୍କ ଆକଳନ: ହାଇଦ୍ରାବାଦ କିମ୍ବା ପଞ୍ଜାବ ଆଇପିଏଲ୍‌ ଜିତିବେ

Match Prediction

ଲଣ୍ଡନ: ୟୁଏଇରେ ଶନିବାରଠାରୁ ଆରମ୍ଭ ହୋଇଥିବା ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ବିଜେତା କିଏ ହେବ ତାକୁ ନେଇ ବିଭିନ୍ନ ଆକଳନ ଚାଲିଛି। ଏଥିରେ ଯୋଡ଼ି ହୋଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନ୍‌। ଭନ୍‌ଙ୍କ ଆକଳନ ହେଲା ଏଥର ସନ୍‌ରାଇଜର୍ସ ହାଇଦ୍ରାବାଦ କିମ୍ବା କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ବିଜେତା ହେବେ। ଏହି ଦୁଇ ଦଳକୁ ଭନ୍‌ ସର୍ବାଧିକ ପସନ୍ଦ କରିଥିଲା ବେଳେ ରାଜସ୍ଥାନ ରୟାଲ୍‌ସର ଆଶା ନଥିବା ମଧ୍ୟ କହିଛନ୍ତି। ସ୍ପିନ୍‌ ବୋଲିଂର ଗଭୀରତା ଅଭାବ ହିଁ ରୟାଲ୍‌ସ ଦଳକୁ ଆଇପିଏଲ୍‌ ବିଜେତା ଦୌଡ଼ରୁ ବାଦ୍‌ ଦେବ ବୋଲି କହିଛନ୍ତି ଭନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe