କ୍ରିକେଟର୍‌ଙ୍କ ନୂଆବର୍ଷ

Advertisment
କ୍ରିକେଟର୍‌ଙ୍କ ନୂଆବର୍ଷ

ଭାରତୀୟ କ୍ରିକେଟର୍‌ମାନେ ୨୦୧୮ ନୂଆବର୍ଷକୁ ଏମିତି କରିଥିଲେ ସ୍ୱାଗତ। ବୀରେନ୍ଦ୍ର ସେଓ୍ଵାଗ, ଶିଖର ଧାଓ୍ଵନ, ରବି ଶାସ୍ତ୍ରୀ, ବିରାଟ କୋହଲି, ଉମେଶ ଯାଦବ, ଅଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ପାର୍ଥିବ ପଟେଲ ପ୍ରମୁଖ ନିଜ ନିଜର ଟ୍ଵିଟର ପୃଷ୍ଠାରେ ନୂଆ, ପୁରୁଣା ଫଟୋ ସହ ସେଲ୍‌ଫି ଜମାକରି ନୂଆବର୍ଷ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe