ବାଂଲାଦେଶ ବିପକ୍ଷ ୪ ଦିନିଆ ମ୍ୟାଚ୍‌ ଲାଗି ଭାରତ ‘ଏ’ ଦଳ ଘୋଷିତ

ଟେଷ୍ଟ୍‌ ମାନ୍ୟତାରେ ଭାରତ ୧ ନମ୍ବର

bcci

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ସେଠାକାର ଏ’ ଦଳ ସହ ଭ୍ରମଣକାରୀ ଭାରତ ଏ’ ଦଳ ୨ଟି ୪ ଦିନିଆ ମ୍ୟାଚ୍‌ ଖେଳିବ। ଏଥିଲାଗି ବୁଧବାର ୨ଟି ମ୍ୟାଚ୍‌ ଲାଗି ୨ଟି ଅଲଗା ଅଲଗା ଭାରତ ଏ’ ଦଳ ଘୋଷଣା ହୋଇଛି। ପ୍ରଥମ ମ୍ୟାଚ୍‌ ନଭେମ୍ବର ୨୯ରୁ ଡିସେମ୍ବର ୨ ଏବଂ ଦ୍ବିତୀୟ ଡିସେମ୍ବର ୬ରୁ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଉଭୟ ମ୍ୟାଚ୍‌ରେ ଅଭିମନ୍ୟୁ ଈଶ୍ବରନ ଅଧିନାୟକ ଥିଲା ‌ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଚେତେଶ୍ବର ପୂଜାରା ଓ ଉମେଶ ଯାଦବ ଖେଳିବେ।

ଭାରତ ଏ’ ଦଳ (ପ୍ରଥମ ମ୍ୟାଚ୍‌): ଅଭିମନ୍ୟୁ ଈଶ୍ବରନ (ଅଧିନାୟକ), ରୋହନ କୁନୁମାଲ, ଯଶସ୍ବୀ ଜୟସ୍ବାଲ, ୟାଶ ଧୁଲ, ସର୍ଫରାଜ ଖାନ, ତିଲକ ବର୍ମା, ଉପେନ୍ଦ୍ର ଯାଦବ, ସୌରଭ କୁମାର, ରାହୁଲ ଚହର, ଜୟନ୍ତ ଯାଦବ, ମୁକେଶ କୁମାର, ନବଦୀପ ସୈନି, ଅତିତ ସେଠ (ଉଭୟ ମ୍ୟାଚ୍‌), ଚେତେଶ୍ବର ପୂଜାରା, ଉମେଶ ଯାଦବ, କେଏସ୍‌ ଭରତ (କେବଳ ଦ୍ବିତୀୟ ମ୍ୟାଚ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe