ଭାରତ-ଅଫ୍‌ଗାନିସ୍ତାନ ଟେଷ୍ଟ୍‍ ବେଙ୍ଗାଲୁରୁରେ

Advertisment
ପରାଜୟ ସହ ଓଡ଼ିଶା ଅଭିଯାନ ଶେଷ

ବେଙ୍ଗାଲୁରୁ,: ଆଫ୍‌ଗାନିସ୍ତାନ ଏବଂ ଭାରତ ଐତିହାସିକ ଟେଷ୍ଟ୍‍ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚଳିତ ବର୍ଷ ଜୁନ୍‌ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ମଙ୍ଗଳବାର ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏବଂ ଆଫ୍‌ଗାନିସ୍ତାନ କ୍ରିକେଟ୍‌ ବୋର୍ଡ ଆଲୋଚନା ପରେ ଏହା ସ୍ଥିର ହୋଇଥିଲା। ଗତ ଜୁନ୍‌ରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ ଏକାଦଶ ଏବଂ ଦ୍ୱାଦଶ ଦଳ ଭାବେ ଆଫ୍‌ଗାନିସ୍ତାନ ଏବଂ ଆୟର୍ଲାଣ୍ଡ୍‌କୁ ପୂର୍ଣ୍ଣ ମାନ୍ୟତା ଦେଇଥିଲା। ଫଳରେ ଭାରତ ବିପକ୍ଷରେ ଆଫ୍‌ଗାନିସ୍ତାନ ଏହି ଐତିହାସିକ ଟେଷ୍ଟ୍‍ ଖେଳିବାକୁ ଯାଉଥିଲା ବେଳେ ଏବଂ ପାକିସ୍ତାନ ବିପକ୍ଷରେ ଆୟର୍ଲାଣ୍ଡ୍‌ ପ୍ରଥମ ଟେଷ୍ଟ୍‍ ମେ’ରେ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe