ଏଫ୍‌ଆଇଏଚ୍‌ ପୁରୁଷ ହକି: ପୋଲାଣ୍ଡ ବିପକ୍ଷରେ ଭାରତ ୩-୧ରେ ବିଜୟୀ

Advertisment
ଏଫଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସ: ରୁଷିଆ ବିପକ୍ଷରେ ୧୦-୦ରେ ଜିତିଲା ଭାରତ

ଭୁବନେଶ୍ୱର: ଏଫଆଇଏଚ୍‌ ପୁରୁଷ ହକିରେ ଶୁକ୍ରବାର ଭାରତୀୟ ଟିମ୍‌ ପୋଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପୋଲାଣ୍ଡକୁ ପରାସ୍ତ କରିବା ସହିତ ଭାରତ ଦ୍ଵିତୀୟ ବିଜୟ ହାସଲ କରିଛି। ଭାରତ ପାଇଁ ଅଧିନାୟକ ମନପ୍ରୀତ ସିଂହ ୨ଟି ଗୋଲ ଦେଇଥିବା ବେଳେ ହରମନପ୍ରୀତ ସିଂହ ଗୋଟିଏ ଗୋଲ୍‌ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe