ଦକ୍ଷିଣ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୨୫୦ ଡେଇଁଲା

ଦକ୍ଷିଣ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୨୫୦ ଡେଇଁଲା

ANI News

କାଠମାଣ୍ଡୁ (ନେପାଳ): ଚଳିତ ତ୍ରୟୋଦଶ ଦକ୍ଷିଣ ଏସୀୟ କ୍ରୀଡ଼ା (ସାଗ୍‌)ରେ ଭାରତର ପଦକ ସଂଖ୍ୟା ୨୫୦ ଡେଇଁଛି। ଏଥିରେ ୧୩୨ ସ୍ବର୍ଣ୍ଣ, ୭୯ ରୌପ୍ୟ ଓ ୪୧ କାଂସ୍ୟ ରହିଛି। ରବିବାର ସପ୍ତମ ଦିବସରେ ଭାରତୀୟ ଖେଳାଳିମାନେ ୨୨ ସ୍ବର୍ଣ୍ଣ, ୧୦ ରୌପ୍ୟ ଓ ୬ କାଂସ୍ୟ ସହ ମୋଟ ୩୮ ପଦକ ଅମଳ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe