କଟକ ଟି-୨୦: ରୋହିତ ଶର୍ମା ଫେରିଲେ ପାଭଲିୟନ, ଭାରତ ୧/୫୦

କଟକ ଟି-୨୦: ରୋହିତ ଶର୍ମା ଫେରିଲେ ପାଭଲିୟନ, ଭାରତ ୧/୫୦

କଟକ: ବାରବାଟୀ ଷ୍ଟାଡିୟମରେ ବୁଧବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଗୋଟିଏ ଓ୍ଵିକେଟରେ ଜାରି ରହିଛି। ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା(୧୭) ୧୩ଟି ବଲ ଖେଳି ଆଞ୍ଜେଲୋ ମ୍ୟାଥୁସଙ୍କ ବଲ ଦୁଷ୍ମନ୍ତ ଚମିରାଙ୍କୁ କ୍ୟାଚ ଦେଇଛନ୍ତି। ଭାରତ  ୬ ଓଭରରେ ୫୦ ରନ୍‌ ସଂଗ୍ରହ କରିଥିବା ବେଳେ ଲେକେଶ ରାହୁଲ ଓ ଶ୍ରେୟସ ଆୟାର ବ୍ୟାଟିଂ ଜାରି ରଖିଛନ୍ତି।

୩ଟି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଟସ୍‌ ଜିଣି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରୁଛି। ଭାରତ ଆରମ୍ଭରୁ ଭଲ ଖେଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe