ବିଶ୍ୱକପ୍‌ ପୂର୍ବରୁ ଭାରତ ଖେଳିବ ୨୬ ଦିନିକିଆ

Advertisment
ବିଶ୍ୱକପ୍‌ ପୂର୍ବରୁ ଭାରତ ଖେଳିବ ୨୬ ଦିନିକିଆ

ନୂଆଦିଲ୍ଲୀ: ୨୦୧୯ ଆଇସିସି ବିଶ୍ୱକପ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳ ମୋଟ ୨୬ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ। ଏ ପର୍ଯ୍ୟନ୍ତ ନିର୍ଧାରିତ ଥିବା ସୂଚୀରୁ ଏହା ଜଣାପଡ଼ିଛି। ୨୦୧୯ ବିଶ୍ୱକପ୍‌ ମେ’ ୩୦ରୁ ଇଂଲଣ୍ଡ ଓ େଓ୍ଵଲ୍‌ସରେ ଖେଳାଯିବ। ୨ ଥର ବିଜେତା ଭାରତ ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ୩, ଏସିଆ କପ୍‌ରେ ୫, େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ୫, ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ୫ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇ ଦଫାରେ ୩ ଓ ୫ (ମୋଟ ୮) ମ୍ୟାଚ୍‌ ଖେଳିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe