ଇଣ୍ଡିଆନ୍‌ ଗ୍ରାଁ ପ୍ରିରେ ଦୂତି, ଅମିୟ, ପୂର୍ଣ୍ଣିମା

ଇଣ୍ଡିଆନ୍‌ ଗ୍ରାଁ ପ୍ରିରେ ଦୂତି, ଅମିୟ, ପୂର୍ଣ୍ଣିମା

ଭୁବନେଶ୍ୱର: ପାତିଆଲାରେ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ରନ୍‌ ଆଦାମ ଇଣ୍ଡିଆନ୍‌ ଗ୍ରାଁ ପ୍ରିର ପ୍ରଥମ ଚରଣରେ ଓଡ଼ିଶାର ୩ ଖେଳାଳି ଦୂତି ଚାନ୍ଦ, ଅମିୟ ମଲ୍ଳିକ ଏବଂ ପୂର୍ଣ୍ଣିମା ହେମ୍ବ୍ରମ୍‌ ଭାଗ ନେବେ। ଦୂତି ଓ ଅମିୟ ୧୦୦ ମିଟରରେ ଏବଂ ହେପ୍ଟାଥଲେଟ୍‌ ପୂର୍ଣ୍ଣିମା ଜାଭଲିନ୍‌ ଓ ଲଙ୍ଗ ଜମ୍ପ୍‌ରେ ଭାଗନେବେ। ମାର୍ଚ ପ୍ରଥମ ସପ୍ତାହରେ ହେବାକୁ ଥିବା ଫେଡେରେସନ୍‌ କପ୍‌ ପୂର୍ବରୁ ଏହା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଯୋଗ୍ୟତା ଉପରେ ଖେଳାଳିଙ୍କ ଅସଲ ଲକ୍ଷ୍ୟ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe