ହକି ଖେଳାଳିଙ୍କୁ ୫୦ଲକ୍ଷ

Advertisment
ହକି ଖେଳାଳିଙ୍କୁ ୫୦ଲକ୍ଷ

ଭୁବନେଶ୍ୱର : ଏସିଆଡ୍‌ ପୁରୁଷ ହକିରେ କାଂସ୍ୟ ପଦକ ଜିତିଥିବା ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହି ଦାସଙ୍କୁ ରାଜ୍ୟ ସରକାର ୫୦ଲକ୍ଷ ଟଙ୍କା ଲେଖାଏଁ ଦେବେ। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଅଭିନନ୍ଦନ ଜଣାଇବା ସହ ସଂଶୋଧିତ ନୀତି ଅନୁଯାୟୀ ଉପରୋକ୍ତ ରାଶି ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe