ଭୁବନେଶ୍ବର/ବଡ଼ବିଲ: ପ୍ରଥମ ଦକ୍ଷିଣ ଏସୀୟ କରାଟେ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ଦଳରେ ଓଡ଼ିଶାର ୭ ଜଣ ସ୍ଥାନ ପାଇଛନ୍ତି। ବଡ଼ବିଲରୁ ରିତୁ ଗିଲ୍, ଏସ୍କେ ଫର୍ଦିନ୍, ସାରା ମାଝୀ, ହେମଲତା ମାଝୀ ଏବଂ ଭୁବନେଶ୍ବରରୁ ରଂଜିତ ନାୟକ, ପୂର୍ଣ୍ଣଚନ୍ଦ୍ର ମହାରଣା ଓ ନୃସିଂହ ରାଉତ ଏହି ଦଳରେ ସାମିଲ ହୋଇଛନ୍ତି। ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ଅଭିଷେକ ଗୁପ୍ତା ଖେଳାଳିଙ୍କ ସହ ଭୁଟାନ ଗସ୍ତ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us