ଭାରତର ଘରୋଇ ଶୃଙ୍ଖଳା ସୂଚୀ ଘୋଷିତ

Advertisment
ଟେଷ୍ଟ୍‌ ମାନ୍ୟତାରେ ଭାରତ ୧ ନମ୍ବର

bcci

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ବୁଧବାର ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳା ଲାଗି ସୂଚୀ ଘୋଷଣା କରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବ। ଏହି ଶୃଙ୍ଖଳା ସେପ୍ଟେମ୍ବର ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୧୧ ମଧ୍ୟରେ ୩ ଲେଖାଏଁ ଟ୍ବେଣ୍ଟି-୨୦ ଏବଂ ଦିନିକିଆ ‌ମ୍ୟାଚ୍‌ ଖେଳିବ। ଟ୍ବେଣ୍ଟି-୨୦ ଶୃଙ୍ଖଳା ୨୮ରୁ ଆରମ୍ଭ ହେବାକୁ ଥିଲା ବେଳେ ଦିନିକିଆ ଅକ୍ଟୋବର ୬ରୁ ଖେଳାଯିବ।publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe