ind-vs-aus-5th-test
ସିଡ୍ନି: ସିଡ୍ନିରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ୬ ୱିକେଟରେ ଭାରତକୁ ପରାସ୍ତ କରିଛି। ଏହି ପରାଜୟ ସହିତ କ୍ରମାଗତ ତୃତୀୟ ଥର ପାଇଁ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍(ଡବ୍ଲୁଟିସି) ଫାଇନାଲରେ ପ୍ରବେଶ କରିବାର ଭାରତର ସ୍ୱପ୍ନ ମଧ୍ୟ ଧୂଳିସାତ୍ ହୋଇଯାଇଛି।
ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ଖୋଲା ଧମକ ଦେଲା ଆଫଗାନିସ୍ତାନ
ଭାରତ ଦ୍ବିତୀୟ ଇନିଂସରେ ୧୫୭ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଭାରତୀୟ ବ୍ୟାଟ୍ସମ୍ୟାନମାନେ ଏକ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ଦ୍ୱିତୀୟ ଇନିଂସର ୧୫୭ ରନ୍ ସହିତ ଅଷ୍ଟ୍ରେଲିଆ ପାଇଁ ୧୬୨ ରନ୍ର ଲକ୍ଷ୍ୟ ଥିଲା।
ଅଧିକ ପଢ଼ନ୍ତୁ: ଏନକାଉଣ୍ଟରରେ ୪ ନକ୍ସଲ ମୃତ, ଜଣେ ଯବାନ ସହିଦ
Follow Us