ଇନ୍‌ଫାଣ୍ଟିନୋ ପୁଣି ଫିଫା ସଭାପତି

Advertisment
ଇନ୍‌ଫାଣ୍ଟିନୋ ପୁଣି ଫିଫା ସଭାପତି

ପ୍ୟାରିସ୍‌: ଗିଆନି ଇନ୍‌ଫାଣ୍ଟିନୋ ଦ୍ବିତୀୟ ଥର ପାଇଁ ଫିଫାର ସଭାପତି ନିର୍ବାଚିତ ହୋଇଛନ୍ତି। ୨୦୧୬ ମସିହାରେ ବିବାଦୀୟ ସେପ୍‌ ବ୍ଲାଟରଙ୍କ ବିଦାୟ ପରେ ଦାୟିତ୍ବ ଗ୍ରହଣ କରିଥିବା ଇନ୍‌ଫାଣ୍ଟିନୋ ୨୦୨୩ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ମହିଳା ବିଶ୍ବକପ୍‌ର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ପ୍ୟାରିସ୍‌ରେ ଅନୁଷ୍ଠିତ ଫିଫା କଂଗ୍ରେସରେ ଏହି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe