ଆଜି ଖେଳାଯିବ ଆଇପିଏଲ୍‌ ଫାଇନାଲ୍‌

Advertisment
ସିଏସ୍‌କେ-ଆର୍‌ସିବି ପ୍ରଥମ ଭେଟ: ଲୋକସଭା ନିର୍ବାଚନକୁ ନଜରରେ ରଖି ଆଂଶିକ ସୂଚୀ ଘୋଷିତ

ଅହମଦାବାଦ : ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଆଇପିଏଲ୍‌ ଫାଇନାଲ୍‌ ବର୍ଷା ଯୋଗୁ ସମ୍ଭବ ହୋଇପାରିନାହିଁ। ଫଳରେ ସୋମବାର ରିଜର୍ଭ ଡେ’ରେ ଏହି ଫାଇନାଲ୍‌ ଖେଳାଯିବ।

ବର୍ଷା ଯୋଗୁଁ ପଡ଼ିଆ ପାଣିରେ ଭର୍ତ୍ତି ହୋଇଯାଇଥିଲା। ବର୍ଷା ଛାଡ଼ିଥିଲେ ପଡ଼ିଆ ଶୁଖାଇବାକୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥା’ନ୍ତା। ଏପରିକି ୫ ଓଭର ବିଶିଷ୍ଟ ମ୍ୟାଚ୍‌ ଖେଳାଯିବାକୁ ଚିନ୍ତା କରାଯାଇଥିଲା। ହେଲେ ବାରମ୍ବାର ବର୍ଷା ହେବାରୁ ଶେଷରେ ଏହି ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି। ସୋମବାର ସନ୍ଧ୍ୟା ୭.୩୦ରୁ ମ୍ୟାଚ୍‌ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe