ଏସ୍‌ପିଏଲ୍‌: ଆଜି କ୍ୱାଲିଫାୟର ମ୍ୟାଚ୍‌

Advertisment
ଏସ୍‌ପିଏଲ୍‌: ଆଜି କ୍ୱାଲିଫାୟର ମ୍ୟାଚ୍‌

ଭୁବନେଶ୍ୱର: ସଚିବାଳୟ ପଡ଼ିଆରେ ଚାଲିଥିବା ଏକାଦଶ ସେକ୍ରେଟାରିଏଟ୍‌ ପ୍ରିମିୟର ଲିଗ୍‌ (ଏସ୍‌ପିଏଲ୍‌) ଦିବାରାତ୍ର କ୍ରିକେଟ୍‌ ପ୍ରତିଯୋଗିତାର ୨ କ୍ୱାଲିଫାୟର ମ୍ୟାଚ୍‌ ଏବଂ ଏଲିମିନେଟର ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ପ୍ରଥମ କ୍ୱାଲିଫାୟାରରେ କନ୍‌କରର୍ସକୁ ଥଣ୍ଡରର୍ସ ଏବଂ ଏଲିମିନେଟରରେ ରାଇଡର୍ସ ଭେଟିବ ପାଟ୍ରିଅଟ୍ସକୁ। ସୋମବାର ଥଣ୍ଡରର୍ସ ୨୧ ରନ୍‌ରେ ଷ୍ଟ୍ରାଇକର୍ସକୁ ଏବଂ କନ୍‌କରର୍ସ ୧୬ ରନ୍‌ରେ ଏମ୍ପାରର୍ସକୁ ପରାସ୍ତ କରିଥିଲା। ଥଣ୍ଡରର୍ସର ଦେବୀ ପ୍ରସାଦ ପତି (୪୪*) ଏବଂ କନ୍‌କରର୍ସର ରାକେଶ ପଣ୍ଡା (୬୯) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe