ଆଇଏସ୍‌ଏଲ୍‌: ଜାମ୍‌ସେଦ୍‌ପୁରର ଦ୍ୱିତୀୟ ବିଜୟ

Advertisment
ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌, ଆଜି ଚେନ୍ନାୟିନ୍‌-ଏଟିକେ ଫାଇନାଲ୍‌

ବେଙ୍ଗାଲୁରୁ: ଚଳିତ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଗୁରୁବାର ଜାମ୍‌ସେଦ୍‌ପୁର ଦ୍ୱିତୀୟ ବିଜୟ ପାଇଛି। ବେଙ୍ଗାଲୁରୁସ୍ଥିତ ଶ୍ରୀକାନ୍ତିରାଭା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଜାମେସଦ୍‌ପୁର ୧-୦ ଗୋଲ୍‌ରେ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ଅତିରିକ୍ତ ସମୟର ପ୍ରଥମ ମିନିଟ୍‌ରେ ଜାମ୍‌ସେଦ୍‌ପୁରକୁ ମିଳିଥିବା ଏକ ପେନାଲଟିକୁ ତ୍ରିନ୍‌ଦାଦେ ଗୋନ୍‌କାଲ୍‌ଭେସ୍‌ ଗୋଲ୍‌ରେ ପରିଣତ କରି ଦଳକୁ ବିଜୟ ଭେଟି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe