ଜାକର୍ତା ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା କୃତି କ୍ରୀଡ଼ାବିତ୍‌

Advertisment
ଜାକର୍ତା ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା କୃତି କ୍ରୀଡ଼ାବିତ୍‌

ଜାକର୍ତା ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା କୃତି କ୍ରୀଡ଼ାବିତ୍‌ଙ୍କୁ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ବର୍ଧିତ କରାଯିବା ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମଙ୍କ ସହ ୭ ପଦକ ବିଜୟୀ ଓଡ଼ିଆ ତାରକା (ବାମରୁ) ଅମିତ ରୋହିଦାସ, ଲିଲିମା ମିଞ୍ଜ, ସୁନୀତା ଲାକ୍ରା, ଦୂତି ଚାନ୍ଦ, ବୀରେନ୍ଦ୍ର ଲାକ୍ରା, ନମିତା ଟପ୍ପୋ ଓ ଦୀପ୍‌ଗ୍ରେସ୍‌ ଏକ୍କା। ସ୍ୱର୍ଣ୍ଣ, ରୌପ୍ୟ ଏବଂ କାଂସ୍ୟ ପଦକ ପିଛା ଯଥାକ୍ରମେ ୪୦, ୨୦ ଏବଂ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe