ଭୁବନେଶ୍ବର: ପାରାଦୀପରେ ଚାଲିଥିବା ଜୀବନଜ୍ୟୋତି ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାରେ କଟକର ଜୁଭେନାଇଲ୍କୁ ୪୫ ରନ୍ରେ ହରାଇ ଭୁବନେଶ୍ବରର କ୍ରାଉନ୍ ସ୍ପୋର୍ଟିଂ ସେମିଫାଇନାଲ୍କୁ ଉନ୍ନୀତ ହୋଇଛି। ଜନ୍ମେଜୟ ନାୟକ ଆକର୍ଷଣୀୟ ଶତକ (୧୦୧, ୫୨ ବଲ) ହାସଲ କରି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର: କ୍ରାଉନ୍ ସ୍ପୋର୍ଟିଂ ୧୯୪/୩ (ଜନ୍ମେଜୟ ନାୟକ-୧୦୧, ବିକାଶ ପରିଡ଼ା-୩୨*)। ଜୁଭେନାଇଲ୍ କ୍ରିକେଟ୍ କ୍ଲବ୍: ୧୪୯ (ସିଧାର୍ଥ-୩୯, ସାହିଲ ରାଜା-୩୦, ନିଲୁ ପ୍ରଧାନ-୪/୨୦, ସୁଜିତ୍ କୁଲୁ-୩/୩୦, ଅଜିତ ରାଉତ-୨/୧୬)।
ଜନ୍ମେଜୟଙ୍କ ଶତକ: କ୍ରାଉନ୍ ସେମିରେ
Advertisment
Follow Us