ଜୟ ଶାହା ଆଇସିସି ଅଧ୍ୟକ୍ଷ, ଡିସେମ୍ବର ୧ରେ କାର୍ଯ୍ୟଭାର ଗ୍ରହଣ କରିବେ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଚିବ ଜୟ ଶାହଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ସ୍ବାଧୀନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଆଇସିସିର ଅଧ୍ୟକ୍ଷ ହେବାରେ ସେ ହେଉଛନ୍ତି ସର୍ବକନିଷ୍ଠ ଭାରତୀୟ। ସେ ଆସନ୍ତା ଡିସେମ୍ବର ୧ରୁ ଏହି ଦାୟିତ୍ବ ଗ୍ରହଣ କରିବେ । 

ଅଦ୍ୟତନ ହୋଇଛି
jay shah

ଦୁବାଇ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଚିବ ଜୟ ଶାହଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ସ୍ବାଧୀନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଆଇସିସିର ଅଧ୍ୟକ୍ଷ ହେବାରେ ସେ ହେଉଛନ୍ତି ସର୍ବକନିଷ୍ଠ ଭାରତୀୟ। ସେ ଆସନ୍ତା ଡିସେମ୍ବର ୧ରୁ ଏହି ଦାୟିତ୍ବ ଗ୍ରହଣ କରିବେ । 

ଜୟ ଶାହା ଗତ ୨୦୧୯ ଅକ୍ଟୋବରରୁ ବିସିସିଆଇ ସଚିବ ଓ ଜାନୁଆରି ୨୦୨୧ରୁ ଏସୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ଭାବେ କାମ କରୁଛନ୍ତି । 

ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ ଗ୍ରେଗ ବାର୍କଲେ ତୃତୀୟ ଥର ପାଇଁ ପ୍ରାର୍ଥୀ ନ ହେବା ପରେ ଜୟ ଶାହା ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଥିଲେ। ଫଳରେ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।

ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେ ତୃତୀୟ ଥର ପାଇଁ ପ୍ରାର୍ଥୀ ନ ହେବା ପରେ ଶାହା ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଥିଲେ। ଫଳରେ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।

ନିର୍ବାଚିତ ହେବା ପରେ ଜୟ ଶାହ କ୍ରିକେଟର ବିଶ୍ୱସ୍ତରୀୟ ପହଞ୍ଚ ଏବଂ ଲୋକପ୍ରିୟତାକୁ ଆଗକୁ ବଢ଼ାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ବିଶେଷକରି ଏହାର ଆଗାମୀ ଲସ୍ ଆଞ୍ଜେଲସ୍ ୨୦୨୮ ଅଲିମ୍ପିକ୍ସରେ  କ୍ରିକେଟକୁ ଅନ୍ତର୍ଭୁକ୍ତ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe