ଜିଓ ଗ୍ରାହକଙ୍କୁ ମାଗଣାରେ ବିଶ୍ବକପ୍‌ ପ୍ରସାରଣ

Advertisment
ଜୁନ୍‌ରେ କଟିଲା ୪୦୦୦ ଲ୍ୟାଣ୍ଡ୍‌ଲାଇନ୍, ୧୦୦ରୁ ୭୬ ଜଣଙ୍କ ପାଖରେ ମୋବାଇଲ୍‌

ଭୁବନେଶ୍ବର: ବିଶ୍ବକପ୍‌ କ୍ରିକେଟ୍‌ର ପ୍ରତି ମ୍ୟାଚ୍‌କୁ ‌ମାଗଣାରେ ସିଧା ପ୍ରସାରଣରେ ଦେଖିବା ଲାଗି ଜିଓ ନେଟୱାର୍କ ସୁବନ୍ଦୋବସ୍ତ କରିଛି। ଭାରତରେ ଆଉ କୌଣସି ଅପରେଟର୍ ଏଭଳି ସୁବିଧା ରଖିନଥିବା ବେଳେ ଜିଓ ଉପଭୋକ୍ତାମାନେ ୩୬୫ ଟଙ୍କା ବଞ୍ଚାଇ ପାରିବେ। ‘ଦେଖନ୍ତୁ, ଖେଳନ୍ତୁ ଏବଂ ଉପଭୋଗ କରନ୍ତୁ’ ମନ୍ତ୍ର ନେଇ ଜିଓ ୩୦ କୋଟିରୁ ଊର୍ଧ୍ବ ଦର୍ଶକଙ୍କ ଭିତରେ ଲାଇଭ୍ କ୍ରିକେଟ୍‌ ଦେଖିବାର ସୁଯୋଗ ସୃଷ୍ଟି କରିପାରିଛି। ଜିଓ ଟିଭି ମାଧ୍ୟମରେ ହଟଷ୍ଟାର ସବୁ ମ୍ୟାଚ୍‌ ଦେଖିବା ଲାଗି ଏଣିକି ଜିଓ ବ୍ୟବହାରକାରୀଙ୍କୁ ୨୫୧ ଟଙ୍କାର ପ୍ୟାକ୍ ରିଚାର୍ଜ କରିବା ବାଧ୍ୟତାମୂଳକ ନୁହେଁ। ନିୟମିତ ପ୍ୟାକ୍‌ରେ ଏହା ଉପଲବ୍‌ଧ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe