ଜିତୁ-ହୀନାଙ୍କୁ ମିଶ୍ରିତ ବର୍ଗ ସ୍ୱର୍ଣ୍ଣ

Advertisment
ଜିତୁ-ହୀନାଙ୍କୁ ମିଶ୍ରିତ ବର୍ଗ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ସ୍ଥାନୀୟ କର୍ନି ସିଂହ ସୁଟିଂ ରେଞ୍ଜରେ ଚାଲିଥିବା ଆଇଏସଏସଏଫ୍‌ ବନ୍ଧୁକ ଚାଳନା ବିଶ୍ୱକପ୍‌ ଫାଇନାଲ୍ସରେ ଭାରତର ଜିତୁ ରାୟ ଏବଂ ହୀନା ସିଦ୍ଧୁ ମିଶ୍ରିତ ଯୁଗଳ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ବିଜେତା ଯୋଡ଼ି ଜିତୁ ଓ ହୀନା ମିଳିତ ଭାବେ ତୃତୀୟ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଏହି ଭାରତୀୟ ଯୋଡ଼ି ମିଳିତ ଭାବେ ୪୮୩.୪ ପଏଣ୍ଟ ଅର୍ଜନ କରି ପ୍ରଥମ ସ୍ଥାନରେ ରହିଥିଲେ। ଫ୍ରାନ୍ସ ଏହି ବର୍ଗରେ ରୌପ୍ୟ ଏବଂ ଚୀନ କାଂସ୍ୟ ପଦକ ଜିତିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe