New York Post
ଲସ୍ ଏଞ୍ଜେଲସ୍ : ବାସ୍କେଟ ବଲ୍ କିମ୍ବଦନ୍ତି କୋବି ବ୍ରାଏଣ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ରବିବାର ଦିନ ଆମେରିକାର ଲସ୍ ଏଞ୍ଜେଲସ୍ରେ ପାହଡରେ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ମଧ୍ୟ ବ୍ରାଏଣ୍ଟଙ୍କ ୧୩ ବର୍ଷର ଝିଅ ପ୍ରାଣ ହରାଇଥିବା ଜଣାପଡିଛି। ଏଥିସହିତ ଅନ୍ୟ ୧୩ ଜଣ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
Follow Us