ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ: କୋହଲି ଓ ରାହାଣେଙ୍କ ଅର୍ଦ୍ଧଶତକ, ଭାରତ ୧/୧୨୦

Advertisment
ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ: ରାହାଣେଙ୍କ ପରେ ମନୀଷ ଆଉଟ, ଭାରତ ୩/୧୩୧

କୋଲକାତା: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି (୫୪)ଓ ଆଜିଙ୍କ୍ୟ ରାହାଣେ(୫୩)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ଗୋଟିଏ ଓ୍ଵିକେଟ ହରାଇ ୨୩. ୩ ଓଭରରେ ୧୨୦ ରନ୍‌ ସଂଗ୍ରହ କରିଛି। କୋହଲି ୬୦ଟି ବଲ ଖେଲି ଦିନିକିଆ କ୍ୟାରିୟର ୧୯୭ତମ ମ୍ୟାଚ୍‌ରେ ୪୫ତମ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ କ୍ୟାରିୟରର ୮୨ତମ ମ୍ୟାଚରେ ୬୨ଟି ବଲ ଖେଲି ୨୦ତମ ଅର୍ଦ୍ଧଶକତ ହାସଲ କରିଛନ୍ତି। ଟିମ୍‌ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ଦିନିକିଆରେ ଭାରତ ଗୁରୁବାର ଟସ୍‌ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଭାରତର ପ୍ରଥମ ଓ୍ଵିକେଟ ୧୯ରେ ପଡ଼ିଥିଲା। ନାଥାନ କଲଟରଙ୍କ ବଲ ଖେଳିବାକୁ ଯାଇ ରୋହିତ ଶର୍ମା (୭) କଲଟରଙ୍କୁ କ୍ୟାଚ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe