ବିରାଟ କୋହଲି, ଭାରତୀୟ ଦଳ ଅଧିନାୟକ:ଦକ୍ଷିଣ ଆଫ୍ରିକା ଅଧିନାୟକ

Advertisment
ବିରାଟ କୋହଲି, ଭାରତୀୟ ଦଳ ଅଧିନାୟକ:ଦକ୍ଷିଣ ଆଫ୍ରିକା ଅଧିନାୟକ

ଏଭଳି ଏକ ଟେଷ୍ଟର ଅଂଶବିଶେଷ ହୋଇଥିବାରୁ ଖୁସୀ। ଏହି ମ୍ୟାଚ୍‌ ଭାଗୀଦାରି ଏବଂ ଗୁରୁତ୍ୱପୂର୍ଣ୍ଣ ରନ୍‌ ସଂଗ୍ରହର କଥା କହିଥିଲା। ଯଦି ମ୍ୟାଚ୍‌ରେ ରନ୍‌ କରୁନାହୁଁ, ତେବେ ୨୦ ଓ୍ଵିକେଟ୍‌ ନେବା ସ୍ୱଳ୍ପ ମୂଲ୍ୟ। ଆମକୁ ପରବର୍ତୀ ମ୍ୟାଚ୍‌ ଗୁଡ଼ିକରେ ତ୍ରୁଟି ସୁଧାରିବାକୁ ହେବ

ପ୍ରତିଟି କଠୋର ସମୟରେ ଆମେ ଉପରକୁ ଉଠିବାରେ ସକ୍ଷମ ହୋଇଥିଲୁ। ୨୭୦ ସ୍କୋର୍‌ ସମତୁଲ ବୋଲି ମୁଁ ଭାବିଥିଲି। ପାଣ୍ଡ୍ୟା ରିକ୍ସ ନେଇ ଖେଳିଥିଲେ। ଚତୁର୍ଥ ଦିନ ପିଚ୍‌ ପ୍ରଥମ ଦିନ ଭଳି ଘାସୁଆ ଥିବାରୁ ବଲ୍‌ ଓ ବ୍ୟାଟ୍‌ର ଭଲ ଲଢ଼େଇ ହୋଇଥିଲା। ୩ ମ୍ୟାଚ୍‌ ଶୃଙ୍ଖଳାରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚାପରେ ପକାଇଥିବାରୁ ଖୁସୀ: ଫାପ୍‌ ଡୁ ପ୍ଲେସିସ୍‌,

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe