କୋଲ୍‌କାତା ମାରାଥନ୍‌ରେ ସୌଭାଗ୍ୟଙ୍କ ସଫଳତା

Advertisment
କୋଲ୍‌କାତା ମାରାଥନ୍‌ରେ ସୌଭାଗ୍ୟଙ୍କ ସଫଳତା

କଟକ: କୋଲ୍‌କାତାଠାରେ ଆଡିବିଆଇ ଜୀବନ ବୀମା କମ୍ପାନୀ ପକ୍ଷରୁ ଆୟୋଜିତ ମାରାଥନ୍‌ ପ୍ରତିଯୋଗିତାରେ ଓଡ଼ିଶାର ସୌଭାଗ୍ୟ କୁମାର ରଥ ସଫଳତା ପାଇଛନ୍ତି। ୪୨ କିଲୋମିଟର ଦୂରତା ବିଶିଷ୍ଟ ମାରାଥନ୍‌ ଦୌଡ଼କୁ ସେ ୫ ଘଣ୍ଟା ୨୪ ମିନିଟ୍‌ରେ ଶେଷ କରିଥିଲେ। ଏହି ମାରାଥନ୍‌ରେ ୪୨ କିଲୋମିଟର ବ୍ୟତୀତ ୨୧ କିଲୋମିଟର, ୧୦ କିଲୋମିଟର, ୫ କିଲୋମିଟର ଦୂରତାରେ ମଧ୍ୟ ମାରାଥନ୍‌ ଅନୁଷ୍ଠିତ ହୋଇଥିଲା। ପୂର୍ବତନ କ୍ରିକେଟର ସଚିନ୍‌ ତେନ୍ଦୁଲକର ଏହି ମାରାଥନ୍‌କୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe