କୋରିଆ ଓପନ୍‌ ଯୋଗ୍ୟତା ପର୍ଯ୍ୟାୟରୁ ଜୟରାମ ବିଦା

Advertisment
କୋରିଆ ଓପନ୍‌ ଯୋଗ୍ୟତା ପର୍ଯ୍ୟାୟରୁ ଜୟରାମ ବିଦା

ସିଓଲ୍‌: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ଅଜୟ ଜୟରାମ ମଙ୍ଗଳବାରଠୁ ଆରମ୍ଭ ହୋଇଥିବା କୋରିଆ ଓପନ୍‌ ବିଶ୍ୱ ଟୁର୍‌ ସୁପର ୫୦୦ ପ୍ରତିଯୋଗିତାର ଯୋଗ୍ୟତା ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ମହିଳା ଏକକରେ ମଧ୍ୟ ବୈଦେହୀ ଚୌଧୁରୀ ଓ ମୁଗ୍‌ଧା ଆଗ୍ରେ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe