ଚାରିଛକ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମରେ ଚାଲିଥିବା ମା’ ଭୈରବୀ କପ୍ ଫୁଟ୍ବଲ ପ୍ରତିଯୋଗିତାର ସେମିଫାଇନାଲ୍ରେ ଭୁବନେଶ୍ୱରର ସଂଘର୍ଷ କ୍ଲବ୍ ପହଞ୍ଚିଛି। ବୁଧବାର କ୍ୱାର୍ଟର ଫାଇନାଲ୍ରେ ସଂଘର୍ଷ କ୍ଲବ୍ ୩-୧ ଗୋଲ୍ରେ ପତ୍କା କ୍ଲବ୍ (ଅନୁଗୋଳ)କୁ ପରାସ୍ତ କରିଛି। ସଂଘର୍ଷ କ୍ଲବ୍ ପ୍ରଥମାର୍ଧରେ ହିଁ ୩ଟିଯାକ ଗୋଲ୍ କରିଥିଲା ବେଳେ ଦ୍ୱିତୀୟାର୍ଧରେ ପତକା କ୍ଲବ୍ ଗୋଟିଏ ଗୋଲ୍ ଶୁଝି ପାରିଥିଲା।
ମା’ ଭୈରବୀ କପ୍ ଫୁଟବଲ ସେମିରେ ସଂଘର୍ଷ କ୍ଲବ୍
Advertisment
Follow Us