ମଜୁମଦାର ପୁଣି ଓସିଏ ନିର୍ବାଚନ ଅଧିକାରୀ

Advertisment
ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା ଦଳ: ଝାଡ଼ଖଣ୍ଡ ସହ ଖେଳିବେ ୨ ଅଭ୍ୟାସ ମ୍ୟାଚ୍‌

Sambad

ଭୁବନେଶ୍ବର : ଓସିଏ ନିର୍ବାଚନ ପାଇଁ ପୁଣି ଥରେ ଏମ୍‌ଏଲ୍‌ ମଜୁମଦାରଙ୍କୁ ନିର୍ବାଚନ ଅଧିକାରୀ ଭାବେ ସୁପାରିସ କରାଯାଇଛି। ଶୁକ୍ରବାର ଓସିଏ ଆପେକ୍ସ କାଉନସିଲ ବୈଠକରେ ବିହାରର ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ମଜୁମଦାରଙ୍କ ନାମକୁ ସର୍ବସମ୍ମତିକ୍ରମେ ବଛାଯାଇଥିଲା। ଏଥିପୂର୍ବରୁ ୨୦୧୯ ନିର୍ବାଚନରେ ମଧ୍ୟ ମଜୁମଦାର ଓସିଏର ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ତେବେ ନିର୍ବାଚନ କେବେ ହେବ ତାହା ଧାର୍ଯ୍ୟ ହୋଇନାହିଁ। ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶୁକ୍ରବାରର ବୈଠକରେ ସମ୍ପାଦକ ସଂଜୟ ବେହେରାଙ୍କ ସହ ସମସ୍ତ କର୍ମକର୍ତ୍ତା, ସିଇଓ ସୁବ୍ରତ ବେହେରା ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe