ହୋବାର୍ଟ ହରିକେନ୍ସ ସହ ଚୁକ୍ତି କଲେ ମନ୍ଧାନା

ହୋବାର୍ଟ ହରିକେନ୍ସ ସହ ଚୁକ୍ତି କଲେ ମନ୍ଧାନା

ନୂଆଦିଲ୍ଲୀ: ଭାରତୀୟ ମହିଳା ଟ୍ବେଣ୍ଟି-୨୦ ଦଳର ଅଧିନାୟିକା ହରମନ୍‌ପ୍ରୀତ କୌର ବିଗ୍‌ ବାସ୍‌ ଲିଗ୍‌ରେ ପୁଣି୍‌ଥରେ ସିଡ୍‌ନି ଥଣ୍ଡର ସହ ରହିଛନ୍ତି। ତେବେ ଉପଅଧିନାୟିକା ସ୍ମୃତି ମାନ୍ଧାନା ଚଳିତ ବର୍ଷ ହୋବାର୍ଟ ହରିକେନ୍ସ ଦଳ ସହ ଚୁକ୍ତି କରିଛନ୍ତି। ପ୍ରଥମ ଭାରତୀୟ ଭାବେ ବିଗ୍‌ବାସ୍‌ ଲିଗ୍‌ରେ ଖେଳିଥିବା ହରମନ୍‌ପ୍ରୀତ୍‌ ଦ୍ବିତୀୟ ସଂସ୍କରଣରେ ଥଣ୍ଡରର ସର୍ବାଧିକ ସ୍କୋରର୍‌ ଥିଲେ। ସେ ୧୨ ପାଳି‌ରେ ୧୧୭ ଷ୍ଟ୍ରାଇକ୍‌ରେଟ୍‌ ଓ ୫୯.୨୦ ହାରରେ ୨୯୬ ରନ୍‌ କରିଥିଲେ। ଗତବର୍ଷ ସ୍ମୃତି ବ୍ରିସ୍‌ବେନ୍‌ ହିଟ୍‌ ପକ୍ଷରୁ ଏହି ପ୍ରତିଯୋଗିତାରେ ଖେଳିଥିଲେ। କିନ୍ତୁ ଚଳିତ ବର୍ଷ ନିଜ ଦଳ ବଦଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe