ମନିକାଙ୍କୁ ବ୍ରେକଥ୍ରୁ ଷ୍ଟାର ପୁରସ୍କାର

Advertisment
ମନିକାଙ୍କୁ ବ୍ରେକଥ୍ରୁ ଷ୍ଟାର ପୁରସ୍କାର

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ମହିଳା ଟେବୁଲ୍‌ ଟେନିସ୍‌ ଖେଳାଳି ଭାବେ ମନିକା ବାତ୍ରା ‘ବ୍ରେକଥ୍ରୁ ଟିଟି ଷ୍ଟାର’ ପୁରସ୍କାର ପାଇଛନ୍ତି। ଇଞ୍ଚେନ୍‌ଠାରେ ଅନ୍ତର୍ଜାତୀୟ ଟେବୁଲ ଟେନିସ ମହାସଂଘ (ଆଇଟିଟିଏଫ୍‌) ଦ୍ବାରା ଆୟୋଜିତ ଏକ ରଙ୍ଗାରଙ୍ଗ ଉତ୍ସବରେ ବାତ୍ରା ଏହି ସମ୍ମାନ ଜନକ ପୁରସ୍କାର ଗ୍ରହଣ କରିଥିଲେ। ମନିକା ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ଜିତିଥିଲା ବେଳେ ମହିଳା ଯୁଗଳରେ ରୌପ୍ୟ ଓ ମିଶ୍ରିତ ଯୁଗଳରେ ସରତ କମଳଙ୍କୁ ସାଥୀ କରି କାଂସ୍ୟ ପଦକ କରାୟତ କରିଥିଲେ। ଏଥିସହ ତାଙ୍କ ନେତୃତ୍ବରେ ଭାରତୀୟ ମହିଳା ଦଳ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe